Advertisment

ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ପ୍ରତିବାଦ। ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ।

author-image
Manoj Swain

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ପ୍ରତିବାଦ। ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ୨୪ ଘଣ୍ଟିଆ ଧର୍ମଘଟ। ସେହିଭଳି ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଘଟଣାକୁ ନେଇ ଭୁବନେଶ୍ବର AIIMSରେ ଆନ୍ଦୋଳନ କରୁଛନ୍ତି ଡାକ୍ତର।

Advertisment
Odisha Doctor Protest