ରାତିରେ ମହିଳା ଡାକ୍ତରଙ୍କ ସହ କ\'ଣ ଘଟେ ? | Odisha Reporter
Advertisment
କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ପ୍ରତିବାଦ। ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ୨୪ ଘଣ୍ଟିଆ ଧର୍ମଘଟ। ସେହିଭଳି ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଘଟଣାକୁ ନେଇ ଭୁବନେଶ୍ବର AIIMSରେ ଆନ୍ଦୋଳନ କରୁଛନ୍ତି ଡାକ୍ତର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us