ଅଦ୍ୟତନ ହୋଇଛି
ପୀଡ଼ିତାଙ୍କ ମା’ଙ୍କ ମୁହଁରୁ ହୃଦୟ ବିଦାରକ କାହାଣୀ | Odisha Reporter
Advertisment
କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ମୁହଁ ଖୋଲିଲେ ପୀଡ଼ିତାଙ୍କ ମା' ବାପା। ବର୍ଣ୍ଣନା କଲେ ସେଦିନର ସେହି ଭୟାନକ ଘଟଣା। ବହୁତ ବଡ଼ ସ୍ୱପ୍ନ ଦେଖୁଥିଲେ ଝିଅ। ବଡ଼ ଡାକ୍ତର ହେବ, ସମାଜସେବା କରିବ। ଅଗଷ୍ଟ 8 ତାରିଖ ଗୁରୁବାର ରାତିରେ ଝିଅ ଡ୍ୟୁଟି ଯାଇଥିଲା। ପରାଦିନ ସକାଳୁ ଫୋନ ଆସିଲା, ଝିଅ ଆତ୍ମହତ୍ୟା କରିଛି। ପହଞ୍ଚିବା ପରେ ଯାହା ଦେଖିଥିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ। ତେବେ ଏଭଳି ଏକ ଘଟଣାରେ କୋଲକାତା ପୁଲିସର ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା' ବାପା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us