koraput
Advertisment
କୋରାପୁଟ: କୋରାପୁଟ ଜିଲ୍ଲା ଆମ୍ୱିଳିଆମ୍ୱଗୁଡା ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଏକ ବୋଲେରୋ ଜବତ କରିଛି ପୋଲିସ୍। ଏଥିରେ ୧୨ ପେଟି ତରଳ ବିସ୍ଫୋରକ ପଦାର୍ଥ ନିଆଯାଉଥିଲା। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ନେଉଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସୁବଳ ଚୌଧୁରୀ, ବିସ୍ଫୋରକ ବିକ୍ରି କରିଥିବା ସେମିଳିଗୁଡାର ଜୀତେନ୍ଦ୍ର ରେଡ୍ଡୀ ଏବଂ ସେଲମ୍ୟାନ୍ ପି. ମୂରଲୀ। ଏହି ବିସ୍ଫୋରକ ସାମଗ୍ରୀ ମାଓବାଦୀଙ୍କ ନିକଟକୁ ନା ଅନ୍ୟ କେଉଁସ୍ଥାନକୁ ଯାଉଥିଲା ସେ ନେଇ ତଦନ୍ତ ଚାଲୁ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/FotorCreated20.jpg)