Advertisment

କୋରାପୁଟ: ବାଲେଲ ଜଙ୍ଗଲରୁ ଦୁଇଟି ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ଦୁଇଟି ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ କରାଯାଇଛି। ୧୩୪ ବାଟାଲିୟନ୍ ବିଏସ୍ଏଫ୍ ପକ୍ଷରୁ ବାଲେଲ ଜଙ୍ଗଲରେ ଚଢ଼ାଉ ବେଳେ ଏହି ବିସ୍ଫୋରକ ଜବତ କରାଯାଇଥିଲା। ଏହି ଜଙ୍ଗଲରେ ମାଓବାଦୀମାନେ ବିସ୍ଫୋରକ ସାମଗ୍ରୀ ରଖିଥିବା ଖବର ପାଇ ଏହି ଚଢ଼ାଉ କରାଯାଇଥିଲା। ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ୨ଟି ଦେଶୀ ବନ୍ଧୁକ, ୧୦ଟି ଇଲେକଟ୍ରିକ ଡିଟୋନେଟର ଓ ୬ଟି ଜିଲୋଟିନ୍ ଉଦ୍ଧାର କରାଯାଇଥିଲା।

author-image
Rakesh Mallick
ଅଦ୍ୟତନ ହୋଇଛି
କୋରାପୁଟ: ବାଲେଲ ଜଙ୍ଗଲରୁ ଦୁଇଟି ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ

koraput