Advertisment

ଫିଟୁଛି କେଟିଏମ୍‌ ବାବାଙ୍କ ଗୁମର

ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍‌ ବାଇକ୍‌ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି।

author-image
Jitendra Garnayak

ବୈକୁଣ୍ଠ ଧାମର ବାବାଙ୍କ କଳା କାହାଣୀ ଖୋଲିଲେ ଖଣ୍ଡଗିରିର ଜଣେ ଯୁବତୀ। ବାବା କୁଆଡ଼େ ଦାମୀ ବାଇକ- କେଟିଏମ ଧରି କାଫେ ଯାଆନ୍ତି, ଆଉ ଯୁବତୀଙ୍କ ସହ ସମୟ ଅତିବାହିତ କରି ଟଙ୍କା ଉଡ଼ାନ୍ତି। ଶୁଣନ୍ତୁ, ଏ ଯୁବତୀ ଜଣକ କେମିତି ଜାଣିଲେ ବାବାଙ୍କୁ ଆଉ କ'ଣ କହୁଛନ୍ତି ତାଙ୍କ ବିଷୟରେ।

Advertisment