ମୁଁ ଦେଖିଛି…. ‘ବାବା କାଫେରେ ଝିଅଙ୍କ ସହ ଟଙ୍କା ଉଡାନ୍ତି’ || Khandagiri Baikuntha Dham Ashram || OR
Advertisment
ବୈକୁଣ୍ଠ ଧାମର ବାବାଙ୍କ କଳା କାହାଣୀ ଖୋଲିଲେ ଖଣ୍ଡଗିରିର ଜଣେ ଯୁବତୀ। ବାବା କୁଆଡ଼େ ଦାମୀ ବାଇକ- କେଟିଏମ ଧରି କାଫେ ଯାଆନ୍ତି, ଆଉ ଯୁବତୀଙ୍କ ସହ ସମୟ ଅତିବାହିତ କରି ଟଙ୍କା ଉଡ଼ାନ୍ତି। ଶୁଣନ୍ତୁ, ଏ ଯୁବତୀ ଜଣକ କେମିତି ଜାଣିଲେ ବାବାଙ୍କୁ ଆଉ କ'ଣ କହୁଛନ୍ତି ତାଙ୍କ ବିଷୟରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us