Advertisment

ପୁଲିସ ହାତରେ ମଧୁମିତାଙ୍କ ସୁଇସାଇଡ୍‌ ନୋଟ୍ !

କିଭଳି ଛଦ୍ମବେଶୀ ହୋଇ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ରହିଥିଲେ ସ୍ୱାମୀ, ଆଉ କିଭଳି ତାଙ୍କୁ ନିର୍ଯାତନା ଦେଇଥିଲେ ସବୁ କଥା ଟିକ ନିଖ କରି ଏକ କାଗଜରେ ଲେଖି ଯାଇଛି ।

author-image
Manoj Swain

ପୁଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା । ସ୍ବାମୀ କେମିତି ପ୍ରେମର ମାୟାଜାଲ ବିଛାଇଥିଲା । କିଭଳି ଛଦ୍ମବେଶୀ ହୋଇ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ରହିଥିଲା, ଆଉ କିଭଳି ତାଙ୍କୁ ନିର୍ଯାତନା ଦେଇଥିଲେ ସବୁ କଥା ଟିକ ନିଖ କରି ଏକ କାଗଜରେ ଲେଖି ଯାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar