ପୁଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା । ସ୍ବାମୀ କେମିତି ପ୍ରେମର ମାୟାଜାଲ ବିଛାଇଥିଲା । କିଭଳି ଛଦ୍ମବେଶୀ ହୋଇ ଏକାଧିକ ଝିଅଙ୍କ ସହ ସମ୍ପର୍କରେ ରହିଥିଲା, ଆଉ କିଭଳି ତାଙ୍କୁ ନିର୍ଯାତନା ଦେଇଥିଲେ ସବୁ କଥା ଟିକ ନିଖ କରି ଏକ କାଗଜରେ ଲେଖି ଯାଇଛି । ଦେଖନ୍ତୁ ପୂରା ରିପୋର୍ଟ।