Advertisment

ମଧୁମିତାଙ୍କ ଫୋନରୁ କ'ଣ ମିଳିଲା ?

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ମଧୁମିତାଙ୍କ ମୃତ୍ୟୁ ପୂର୍ବର ହ୍ଵାଟ୍ସଆପ ଚାଟିଂ। ମିଳିଲା ପ୍ରମାଣ, ବିଳମ୍ବିତ ରାତି ଯାଏ କେଉଁ ଯୁବତୀଙ୍କ ସହ କଥା ହେଉଥିଲେ ସାମ୍ବାଦିକା ମଧୁମିତାଙ୍କ ସ୍ୱାମୀ ଶ୍ରୀଧର।

Advertisment

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ମାମଲା । ଜଣଙ୍କୁ ପ୍ରେମ କଲେ, 5 ବର୍ଷ ଧରି ସମ୍ପର୍କରେ ରହିଲେ, ଶେଷରେ ବାହା ହେଲେ, କିନ୍ତୁ ମନ ବୁଝୁନଥିଲା। ଶେଷରେ ପତ୍ନୀର ସାଙ୍ଗ ସହ ରଖିଲେ ସମ୍ପର୍କ। ସାମ୍ନାକୁ ଆସିଲା ମଧୁମିତାଙ୍କ ମୃତ୍ୟୁ ପୂର୍ବର ହ୍ଵାଟ୍ସଆପ ଚାଟିଂ। ମିଳିଲା ପ୍ରମାଣ, ବିଳମ୍ବିତ ରାତି ଯାଏ କେଉଁ ଯୁବତୀଙ୍କ ସହ କଥା ହେଉଥିଲେ ସାମ୍ବାଦିକା ମଧୁମିତାଙ୍କ ସ୍ୱାମୀ ଶ୍ରୀଧର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe