ବାପାକୁ ଛୁରି ଭୁସିଲା, ପାଖରେ ଜଗି ରହିଲା | Odisha Reporter
ବାପାକୁ ହତ୍ୟା କଲା ପ୍ରଫେସର ପୁଅ । ଶିକ୍ଷିତ ପୁଅର ଏଭଳି ବର୍ବରକାଣ୍ଡ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି। ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
