ଦି’ ଜଣ ଯାକ ମିଶିକି ମାରିଛନ୍ତି ମୋ ଝିଅକୁ | Odisha Reporter
ମହିଳା ସମ୍ବାଦିକାଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ସ୍ୱାମୀ ଓ ଦେଢ଼ଶୁର ମିଶି ମଧୁମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି। ମଧୁମିତାଙ୍କ ବାପା କହିଛନ୍ତି, ମଧୁମିତାର ସ୍ୱାମୀ ଶ୍ରୀଧର ତାର ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା। ଦୁଇ ଭାଇ ମିଶି ମୋ ଝିଅକୁ ଠେଲି ମାରି ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
