ଶ୍ରୀମନ୍ଦିର ବାହାରୁ ହଠାତ୍ ଲାଇଟ ଖୋଲିନେଲା କମ୍ପାନୀ; ତଦନ୍ତ ନିର୍ଦ୍ଦେଶ

ନିର୍ବାଚନ ଫଳାଫଳ ବାହାରିବା ପରେ ଅର୍ଥାତ ୩ ତଳେ ବଡ ଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋଲି ଦିଆଯାଇଥିବା ଅଭିଯୋଗ ହୋଇଛି।

Puri

ଶ୍ରୀମନ୍ଦିର

Tapaswini Nayak
  • Published: Saturday, 08 June 2024
  • Updated: 08 June 2024, 12:45 PM IST

Sports

Latest News

୩ ଦିନ ତଳେ ହଠାତ୍ ପୁରୀ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲି ନେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ମୁଖ୍ୟ ଶାସନ ନିଜ ସୋଶାଲ ମିଡିଆରେ  Xରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ପୁରୀ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରନ୍ତୁ। ଏହାସହ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ପୁରୀ ଜିଲ୍ଲାପାଳ ପୁନଃ ଆଲୋକୀକରଣ ବ୍ୟବସ୍ଥା କରିବା ସହ ଏହାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। 

Also Read

ନିର୍ବାଚନ ଫଳାଫଳ ବାହାରିବା ପରେ ଅର୍ଥାତ ୩ ତଳେ ବଡ ଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋ ଲିନିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖା  ଅସନ୍ତୋଷ ଦେଇଥିଲା।

ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ କାହିଁକି ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଗଲା ? କିଏ ଏବଂ କାହା ନିର୍ଦ୍ଦେଶରେ ଖୋଲି ଦିଆଗଲା ଲାଇଟ୍ ସବୁକୁ ? ଏଭଳି ନାନା ପ୍ରଶ୍ନ ଉଠିଥିଲା। 

ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ଲଗାଯାଇଥିଲା।

ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ  ଲାଇଟ ଲଗାଇଥିବା ଇଭେଣ୍ଟ ସଂସ୍ଥାର ୪ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ ଚାଲିଛି। 

ପୁରୀ ସେବାୟତ ଦୁର୍ଗା ମାଧବ ପଣ୍ଡା କହିଛନ୍ତି, ବଡଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲି ନିଆଯାଇ ଶ୍ରୀହୀନ କରାଯାଇଛି।ଏପରି କରି ରାଜନୀତି କରାଯାଉଛି। ରାଜନୀତି ପାଇଁ ଭଡ଼ାରେ ଲାଇଟ ଆସିଥିଲା। ଏହା ଘୋର ଅନ୍ୟାୟ ହୋଇଛି। ଏହା କରିବା ଉଚିତ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story