ଅବକାରୀ ଓଆଇସି ଓ କନ୍‌ଷ୍ଟେବଳଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମଦ ମାଫିଆ!

ଅବକାରୀ ବିଭାଗ ଅଧିକାରୀଙ୍କୁ ଦେଖି ମଦ ମାଫିଆ ତାତି ଯାଇଥିଲା। ଓଆଇସି ନରେନ୍ଦ୍ର ମିଞ୍ଜଙ୍କୁ ଆକ୍ରମଣ କରିଥିଲା।

Kalahandi PhotoOR

ଅଭିଯୋଗ କରିବା ପାଇଁ ଆସିଛନ୍ତି

Manoranjan Sial
  • Published: Wednesday, 09 August 2023
  • Updated: 09 August 2023, 05:21 PM IST

Sports

Latest News

ବେଆଇନ୍‌ ଭାବେ ଚାଲିଥିବା ମଦ ଭାଟିରେ ଚଢ଼ଉ କରିବାକୁ ଯାଇଥିଲେ ଅବକାରୀ ବିଭାଗ ଟିମ୍‌। ହେଲେ ବହେ ଛେତା ଖାଇ ଫେରିଥିବା ଜଣାପଡ଼ିଛି। ଏପରି ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ଆସିଛି। ମାଡ଼ ଖାଇବା ପରେ ଅବକାରୀ ଓଆଇସି ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଜୟପାଟଣା ଥାନା ଶାଗଜୋର ଅଞ୍ଚଳରେ ବେଆଇନ୍‌ ଭାବେ ମଦ ପ୍ରସ୍ତୁତ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆଜି ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ, ମହିଳା କନ୍‌ଷ୍ଟେବଳ ଓ ଜଣେ ପୁରୁଷ କନ୍‌ଷ୍ଟେବଳ ସେହି ଗାଁକୁ ଯାଇଥିଲେ। ଅବକାରୀ ବିଭାଗ ଅଧିକାରୀଙ୍କୁ ଦେଖି ମଦ ମାଫିଆ ତାତି ଯାଇଥିଲା। ଓଆଇସି ନରେନ୍ଦ୍ର ମିଞ୍ଜଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଉଦ୍ଧାର କରିବାକୁ ଆସି ମହିଳା କନ୍‌ଷ୍ଟେବଳ ଓ ପୁରୁଷ କନ୍‌ଷ୍ଟେବଳ ଆକ୍ରମଣରେ ଶିକାର ହୋଇଥିଲେ। ମଦ ମାଫିଆ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇ ୩ ଜଣେ ଫେରି ଆସିଥିଲେ।

Also Read

ମଦ ମାଫିଆଙ୍କଠାରୁ ମାଡ଼ ଖାଇବା ପରେ ଅବକାରୀ ବିଭାଗ ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ଶାଗଜୋର ଗାଁରେ ପୁଲିସ୍‌ ଚଢ଼ଉ କରି ମଦ ମାଫିଆ ସୁଦର ବାଗକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜୟପାଟଣା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି।

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story