ରୁମକୁ ଡାକି ଭିତରୁ ଲକ୍ କରି ଦେଉଥିଲେ | Odisha Reporter
ରୁମକୁ ଡାକି ଭିତରୁ ଲକ୍ କରି ଦେଉଥିଲେ
ଆଗ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ। ତାପରେ ହ୍ୱାଟ୍ସଆପରେ କଣ୍ଟାକ୍ଟ। ଆଉ ମେସେଜରେ ଲୋକେସନ ସେଣ୍ଡ୍। ଇରାନୀ ଗ୍ୟାଙ୍ଗ ନାଁରେ ଗୁନ୍ଥି ହେବାରେ ଲାଗିଛି ଗୋଟେ ପରେ ଗୋଟେ କେସ୍। ଚାକିରୀ ଖୋଜୁଥିବା ଲୋକଙ୍କୁ ଖୋଜି ଖୋଜି ଥୋପ ପକାଉଥିଲା ଇରାନୀ ଗ୍ୟାଙ୍ଗ। ସ୍ତ୍ରୀର ବ୍ଲାକ୍ ବ୍ୟବସାୟରେ ସ୍ୱାମୀ ସାଜିଥିଲା ମୁଖ୍ୟ କାର୍ପଟଦାର।
ରୁମକୁ ଡାକି ଭିତରୁ ଲକ୍ କରି ଦେଉଥିଲେ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
