ସାବଧାନ ! ପାର୍ବଣରେ ଘରେ ବୁଲିଯିବ କଳାକନା | Odisha Reporter
ପୂଜା ଆସିଲା ଭୟ ବଢ଼ିଲା । ପାର୍ବଣରେ ଘରୁ ଗୋଡ଼ କାଢ଼ିବାକୁ ଡର । ବୁଲାବୁଲି କିମ୍ବା ସପିଂରେ ଗଲେ ବୁଲିଯିବ କଳାକନା। ଆପର୍ଟମେଣ୍ଟ ଭିତରୁ ବି ହେଉଛି ଚୋରି । ଗାଁକୁ ଗଲେ ଘର ଦାୟିତ୍ୱ କାହାକୁ ଦେଇକି ଯା'ନ୍ତୁ । କାରଣ ଅସୁରକ୍ଷିତ ରାଜଧାନୀ, ଚିନ୍ତାରେ ବାସିନ୍ଦା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
