Advertisment

ସାବଧାନ ! ପାର୍ବଣରେ ଘରେ ବୁଲିଯିବ କଳାକନା

ପାର୍ବଣରେ ଘରୁ ଗୋଡ଼ କାଢ଼ିବାକୁ ଡର । ବୁଲାବୁଲି କିମ୍ବା ସପିଂରେ ଗଲେ ବୁଲିଯିବ କଳାକନା !

Advertisment

ପୂଜା ଆସିଲା ଭୟ ବଢ଼ିଲା । ପାର୍ବଣରେ ଘରୁ ଗୋଡ଼ କାଢ଼ିବାକୁ ଡର । ବୁଲାବୁଲି କିମ୍ବା ସପିଂରେ ଗଲେ ବୁଲିଯିବ କଳାକନା। ଆପର୍ଟମେଣ୍ଟ ଭିତରୁ ବି ହେଉଛି ଚୋରି । ଗାଁକୁ ଗଲେ ଘର ଦାୟିତ୍ୱ କାହାକୁ ଦେଇକି ଯା'ନ୍ତୁ । କାରଣ ଅସୁରକ୍ଷିତ ରାଜଧାନୀ, ଚିନ୍ତାରେ ବାସିନ୍ଦା ।

Advertisment
Odisha Bhubaneswar Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe