ରାତି ଅଧରେ ଘରେ ପଶିଲେ; ହାତଗୋଡ଼ ବାନ୍ଧି କହିଲେ- ଘରେ କାହିଁକି ଟଙ୍କା ରଖିଲନି?

ନନ୍ଦନକାନନ ଥାନା ମାରୁତି ବିହାରରେ ପରିବାର ସହ ରୁହନ୍ତି ରାକେଶ ଚାନ୍ଦ ଓ ତାଙ୍କ ପତ୍ନୀ। ସବୁଦିନ ପରି ଶୁକ୍ରବାର ରାତିରେ ପୂରା ପରିବାର ଖାଇପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ୭ରୁ ୮ ଜଣ ଡକାୟ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ଘରେ ପଶିଥିଲେ।

Loot PhotoOR

ଲୁଟ୍‌ ପରର ଚିତ୍ର

Manoranjan Sial
  • Published: Saturday, 25 November 2023
  • Updated: 25 November 2023, 04:27 PM IST

Sports

Latest News

ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ। ରାତି ଅଧରେ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ଘରେ ପଶିଲେ ୭ରୁ ୮ ଡକାୟତ। ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ହାତ-ଗୋଡ଼ ବାନ୍ଧି ବାଥରୁମ୍‌ରେ ପୂରାଇ ଲୁଟ୍‌ପାଟ୍‌ କଲେ। ହେଲେ ଟଙ୍କା ପାଇଲେନି। ଟଙ୍କା ନପାଇବାରୁ ଘର ମାଲିକଙ୍କୁ ଧମକେଇ କହିଲେ, ଘରେ କାହିଁକି ଟଙ୍କା ରଖିଲନି? ଟଙ୍କା କେଉଁଠି ରଖିଛ କୁହ? ରାଜଧାନୀରେ ଏପରି ଲୁଟ୍‌ପାଟକୁ ନେଇ ଦିନ ତମାମ ଚର୍ଚ୍ଚା ହେଉଛି। ସେପରେ ବାରମ୍ୱାର ଲୁଟ୍‌କୁ ନେଇ କମିଶନରେଟ୍‌ ପୁଲିସ୍‌ର ନିଦ ହଜି ଯାଇଛି।

ନନ୍ଦନକାନନ ଥାନା ମାରୁତି ବିହାରରେ ପରିବାର ସହ ରୁହନ୍ତି ରାକେଶ ଚାନ୍ଦ ଓ ତାଙ୍କ ପତ୍ନୀ। ସବୁଦିନ ପରି ଶୁକ୍ରବାର ରାତିରେ ପୂରା ପରିବାର ଖାଇପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ୭ରୁ ୮ ଜଣ ଡକାୟ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ଘରେ ପଶିଥିଲେ। ସେମାନେ ରୋଷେଇ ଘର ଝରକା ଭାଙ୍ଗି ଘର ଭିତରେ ପଶିଥିଲେ। ସେମାନେ ସିଧା ବେଡ୍‌ ରୁମ୍‌ରେ ପଶିବାକୁ ଉଦ୍ୟମ କରିଥିଲେ। ବେଡ୍‌ ରୁମ୍‌ ଭିତର ପାର୍ଶ୍ୱରୁ ବନ୍ଦ ଥିବାରୁ ଲକ୍‌ ଭାଙ୍ଗୁଥିଲେ। ତାଲା ଭଙ୍ଗା ଶବ୍ଦ ଶୁଣି ଚିତ୍କାର କରିଥିଲେ ରାକେଶ, ତାଙ୍କ ପତ୍ନୀ ଓ ଦୁଇ ପିଲା।

Also Read

ଠିକ୍‌ ସେହି ସମୟରେ ବେଡ୍‌ ରୁମ୍‌ ଲକ୍‌ ଭାଙ୍ଗି ଯାଇଥିଲା। ତା’ପରେ ଚୋରମାନେ ହାତରେ କଟୁରୀ, ଛୁରୀ, ଶାବଳ, ଫାର୍ସା ଧରି ସିଧା ବେଡ୍‌ ଉପରୁ ଲମ୍ଫ ମାରିଥିଲେ। ପ୍ରଥମେ ଦୁଇ ପିଲାଙ୍କୁ ଉଠାଇ ନେଇ ମାରିଦେବାକୁ ଧମକ ଦେଇଥିଲେ। ଯେଉଁଥିପାଇଁ ରମେଶ ଓ ତାଙ୍କ ପତ୍ନୀ ପାଟି ଚୁପ୍‌ କରିବା ପାଇଁ ବାଧ୍ୟ ହୋଇଥିଲେ। ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ସେମାନଙ୍କୁ ବାଥ୍‌ ରୁମ୍‌ରେ ପୂରାଇ ବାହାର ପାର୍ଶ୍ୱରୁ ବନ୍ଦ କରିଦେଇଥିଲେ।

ସ୍ୱାମୀ-ସ୍ତ୍ରୀ ବାଥ୍‌ ରୁମ୍‌ରେ ଭର୍ତ୍ତି କରିବା ପରେ ଚୋରମାନେ ଘରେ ଲୁଟ୍‌ ପାଟ କରିଥିଲେ। ମାତ୍ର ଟଙ୍କା ପାଇନଥିଲେ। ମଝିରେ ମଝିରେ ବାଥ୍‌ରୁମ୍‌ କବାଟ ଖୋଲି ଟଙ୍କା କେଉଁଠି ରଖିଛ? ଅଳଙ୍କାର କେଉଁଠି ରଖିଛ ବୋଲି ଡକାୟତମାନେ ପଚାରିଥିଲେ। ଘରେ ଟଙ୍କା ନଥିବା ରମେଶ କହିଥିଲେ। ହେଲେ ସେମାନେ ବିଶ୍ୱାସ କରିନଥିଲେ। ଘରେ କାହିଁକି ଟଙ୍କା ରଖିନ ବୋଲି ଡକାୟତମାନେ ପାଲଟା ପ୍ରଶ୍ନ କରିଥିଲେ। ମଝିରେ ମଝିରେ ମାରିଦେବାକୁ ଧମକ ଚମକ ମଧ୍ୟ ଦେଉଛନ୍ତି। ଡକାୟତମାନେ ହିନ୍ଦୀ ଓ ଓଡ଼ିଆ ଭାଷାରେ କଥା ହେଉଥିଲେ। ଲୁଟ୍‌ପାଟ ସରିବା ପରେ ସେମାନେ ପଳାଇ ଯାଇଥିଲେ।

ଆଜି ସକାଳେ ରମେଶ ଚାନ୍ଦ ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ୍ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଏଡିପି ରମେଶ ବିଶୋଇ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନି ପୁଲିସ୍‌। ସେପଟେ ଏଡିପି ରମେଶ ବିଶୋଇ କହିଛନ୍ତି, ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story