ଫେସବୁକ ପ୍ରେମ ଭାରି ଭୟଙ୍କର ! | Odisha Reporter
ସୋଶାଲ ମିଡିଆ ପ୍ରେମ ପଡ଼ିଲା ମହଙ୍ଗା । ଫେସବୁକରୁ ବନ୍ଧୁତା ପରେ ମେସେଞ୍ଜରରେ ଚାଟିଂ, ହ୍ବାଟସଆପରୁ କଥାବାର୍ତ୍ତା ପରେ ଶାରୀରିକ ସଂପର୍କ । ପ୍ରେମିକର ସ୍ବାର୍ଥ ସାଧନ ନହେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଧମକ । ପ୍ରେମିକ କଥାରେ ରାଜି ନହେଲେ ମୁହଁକୁ ଏସିଡ ମାଡ଼ର ଧମକ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
