Advertisment

ଫେସବୁକ ପ୍ରେମ ଭାରି ଭୟଙ୍କର !

ପ୍ରେମିକର ସ୍ବାର୍ଥ ସାଧନ ନହେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଧମକ ।

Advertisment

ସୋଶାଲ ମିଡିଆ ପ୍ରେମ ପଡ଼ିଲା ମହଙ୍ଗା । ଫେସବୁକରୁ ବନ୍ଧୁତା ପରେ ମେସେଞ୍ଜରରେ ଚାଟିଂ, ହ୍ବାଟସଆପରୁ କଥାବାର୍ତ୍ତା ପରେ ଶାରୀରିକ ସଂପର୍କ । ପ୍ରେମିକର ସ୍ବାର୍ଥ ସାଧନ ନହେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଧମକ । ପ୍ରେମିକ କଥାରେ ରାଜି ନହେଲେ ମୁହଁକୁ ଏସିଡ ମାଡ଼ର ଧମକ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe