ତ୍ରିକୋଣୀୟ ପ୍ରେମ, ଧୋକା ଓ ବେଡ଼୍‌ ରୁମରେ ହତ୍ୟା

ଦୁଇ ସମ୍ପର୍କୀୟ ଭାଇ ଜଣେ ୩୫ ବର୍ଷୀୟ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ମହିଳା ଜଣଙ୍କ ଅଭିଯୁକ୍ତ ରାଜେଶ ଚୌହାନ ଓରଫ ଗବ୍ବର(୪୭)ଙ୍କ ସହ ଲିଭ ଇନରେ ରହୁଥିଲେ। ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି।

Murdered

representational image

Hemant Lenka
  • Published: Wednesday, 01 November 2023
  • Updated: 01 November 2023, 04:24 PM IST

ତ୍ରିକୋଣୀୟ ପ୍ରେମରୁ ଘଟିଛି ଭୟଙ୍କର ଘଟଣା। ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ନିର୍ମମ ଭାବେ ପ୍ରାଣ ହରାଇଛନ୍ତି। ଦୁଇ ଜଣ ଯାକ ଜଣେ ମହିଳାଙ୍କ ପ୍ରତି ଆକୃଷ୍ଟ ଥିଲେ। ଶେଷରେ ଜଣଙ୍କ ରକ୍ତାକ୍ତ ମୃତଦେହ ସେହି ମହିଳାଙ୍କ ବେଡରୁ ମିଳିଛି। ଆଉ ଜଣେ ଏବେ ହତ୍ୟାକାଣ୍ଡ ପାଇଁ ପୁଲିସ୍‌ ହାତରେ ଧରାପଡ଼ି ଜେଲ ଯାଇଛନ୍ତି। 

ଦୁଇ ସମ୍ପର୍କୀୟ ଭାଇ ଜଣେ ୩୫ ବର୍ଷୀୟ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ମହିଳା ଜଣଙ୍କ ଅଭିଯୁକ୍ତ ରାଜେଶ ଚୌହାନ ଓରଫ ଗବ୍ବର(୪୭)ଙ୍କ ସହ ଲିଭ ଇନରେ ରହୁଥିଲେ। ରାଜେଶଙ୍କର ପୂର୍ବରୁ ଦୁଇଟି ପିଲା ମଧ୍ୟ ରହିଛନ୍ତି।

ଗବ୍ବର ତାଙ୍କ ସମ୍ପର୍କୀୟ ଭାଇ ନୀତୀନ ରୋହନ ବାଗ(୪୦)ଙ୍କୁ ହତ୍ୟା କରିଛନ୍ତି। ଏଥିରେ ତାଙ୍କୁ ତାଙ୍କର ଦୁଇ ଜଣ ପୁତୁରା ମଧ୍ୟ ସହଯୋଗ କରିଛନ୍ତି। ନୀତୀନ ନାଗପୁରର ଜାଟ ତାରୋଡି ସ୍ଥିତ ଘରେ ମହିଳାଙ୍କ ସହ ବେଡରେ ଶୋଇଥିବା ବେଳେ ତାଙ୍କୁ ଗବ୍ବର ହତ୍ୟା କରିଛନ୍ତି। ନୀତୀନ ଶରୀରରେ ୭ଟି ବଡ଼ବଡ଼ କ୍ଷତଚିହ୍ନ ରହିଛି।

Also Read

ହତ୍ୟାର ୨୪ ଘଣ୍ଟା ପୂର୍ବରୁ ଗୋଟିଏ ସରକାରୀ ହସ୍ପିଟାଲରେ ଆଟେଡାଣ୍ଟ ଭାବେ କାମ କରୁଥିବା ଗବ୍ବରଙ୍କୁ ପୁଲିସ୍‌ ଚେତାବନୀ ଦେଇ ଛାଡ଼ିଥିଲା। ସେ ତାଙ୍କ ଲିଭ ଇନ ପାର୍ଟନରଙ୍କୁ ନିର୍ଯାତନା ଦେଉଥିବାରୁ ପୁଲିସ୍‌ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲା।

କିନ୍ତୁ ପୁଲିସ୍‌ ଚେତାବନୀକୁ ୨୪ ଘଣ୍ଟା ନ ପୂରୁଣୁ ସେ ତାଙ୍କର ସମ୍ପର୍କୀୟ ଭାଇ ରୋହନ ବାଗଙ୍କୁ ହତ୍ୟା କରିଛନ୍ତି। ରୋହନ ବାଗ ଗୋଟିଏ ମଲରେ ଥିବା ସିନେମା ହଲ୍‌ରେ କାମ କରୁଥିଲେ।

ଗବ୍ବର ପୂର୍ବରୁ ବିବାହିତ ଥିଲେ। କିନ୍ତୁ ସେ ପତ୍ନୀଙ୍କ ଠାରୁ ଅଲଗା ହୋଇ ଏହି ୩୫ ବର୍ଷୀୟ ମହିଳାଙ୍କ ସହ ୧୨ ବର୍ଷ ହେଲା ଏକାଠି ରହୁଥିଲେ। ରୋହନ ବାଗ ମଧ୍ୟ ଦୁଇଟି ସନ୍ତାନର ପିତା। ତଥାପି ଗବ୍ବରଙ୍କ ଲିଭ ଇନ ପାର୍ଟନର ସୁସ୍ମିତା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଥିଲେ।

ସୁସ୍ମିତାଙ୍କ ସହ ରୋହନ ବାଗଙ୍କ ଅନୈତିକ ସମ୍ପର୍କ ଦୁଇ ଭାଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲା। ସୁସ୍ମିତା ମଧ୍ୟ ଗବ୍ବରଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ।

ସମସ୍ୟାର ଆରମ୍ଭ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଗବ୍ବର ସିରାସପେଠ ଠାରୁ ତାଙ୍କ ଘରର ଜିନିଷ ଜାଟ ତାରୋଡି ସ୍ଥିତ ଘରକୁ ନେବା ପାଇଁ ରୋହନ ବାଗଙ୍କ ସହଯୋଗ ମାଗିଥିଲେ। ଏହି ସମୟରେ ସୁସ୍ମିତା ଓ ରୋହନ ବାଗଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ନୂଆ ଘରେ ଥଇଥାନ ପାଇଁ ମଧ୍ୟ ରୋନ ବାଗଙ୍କୁ ଗବ୍ବରଙ୍କ ଘରେ ରହିବାକୁ ପଡ଼ିଥିଲା।

ଏହି ରହଣୀ ଭିତରେ ସୁସ୍ମିତା ଓ ରୋହନ ବାଗ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। ସେମାନଙ୍କ ନିବିଡ଼ତା ଦେଖି ଗବ୍ବରଙ୍କ ସନ୍ଦେହ ବଢ଼ିଥିଲା। ସେ ସୁସ୍ମିତାଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିଥିଲେ।

ଏସବୁ ଭିତରେ ଗବ୍ବର ତାଙ୍କ ପ୍ରଥମ ପତ୍ନୀଙ୍କ ପାଖକୁ ଯାଉଥିଲେ। ରୋହନ ବାଗଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ବୁଝାସୁଝା କରିବା ସହ ସୁସ୍ମିତାଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ। ଘରକୁ ଫେରି ଆସିବାକୁ ଅନୁରୋଧ ମଧ୍ୟ କରିଥିଲେ।

ତଥାପି କିଛି ଲାଭ ନ ମିଳିବାରୁ ପରିବାର ଲୋକମାନେ ବସି ବିବାଦର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ସୁସ୍ମିତା ଓ ରୋହନ ବାଗ ଅଲଗା ହୋଇ ନଥିଲେ।

ଇମାମବାଦ ପୁଲିସ୍‌ ଷ୍ଟେସନର ବରିଷ୍ଠ ଇନସପେକ୍ଟର କମଳାକର ଗାଡ୍ଡିମେ କହିଛନ୍ତି, ଗବ୍ବର, ତାଙ୍କ ଲିଭ ଇନ ପାର୍ଟନର ଓ ରୋହନ ବାଗଙ୍କୁ ଘଣ୍ଟା ଘଣ୍ଟା ଧରି ବୁଝା ଯାଇଥିଲା। ଆମେ ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଗବ୍ବର କିଛି ବି ବୁଝି ନଥିଲେ ଓ ଆଇନକୁ ସେ ହାତକୁ ନେଇଥିଲେ। 

ବୁଝାସୁଝା ପରେ ୩ ଜଣ ଯାକ ଥାନାରୁ ବାହାରିଥିଲେ। ତେବେ ସୁସ୍ମିତା ସେଠାରୁ ରୋହନ ବାଗଙ୍କ ସହ ଘରକୁ ଯାଇଥିଲେ। ଏଥିରେ ଗବ୍ବର ପୂରା ରାଗି ଯାଇଥିଲେ। ସେ ତୁରନ୍ତ ତାଙ୍କର ପୁତୁରା ଅଙ୍କିତ ଝାନଝୋଟେ ଓ ସମ୍ପର୍କୀୟ ରିତେଶଙ୍କୁ ଡାକିଥିଲେ। ୩ ଜଣ ଯାକ ମିଶି ରୋହନ ବାଗଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ଯୋଜନା କରି ସାରିବା ପରେ ଗବ୍ବର ଘରକୁ ଯାଇଥିଲେ। ସେଠାରେ ରୋହନ ବାଗଙ୍କ ବାଇକ ରଖା ଯାଇଥିବା ଦେଖିବାକୁ ପାଇଥିଲେ। ଗବ୍ବର ନିଜକୁ ଜଣେ ପଡ଼ୋଶୀ ବୋଲି କହି କବାଟ ବାଡ଼େଇଥିଲେ। ବାହାରେ ଗବ୍ବର ଥିଲେ ମଧ୍ୟ ସୁସ୍ମିତା ଏହା ଜାଣି ପାରି ନଥିଲେ। ତେଣୁ ସେ କବାଟ ଖୋଲିଥିଲେ।

କବାଟ ଖୋଲିବା ମାତ୍ରେ ଗବ୍ବର ଓ ତାଙ୍କର ଦୁଇ ସହଯୋଗୀ ଘର ଭିତରକୁ ଧସେଇ ପଶିଥିଲେ। ସେମାନେ ରୋହନ ବାଗଙ୍କୁ ଧକ୍କା ଦେଇ ବେଡରେ ପକାଇ ଦେଇଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ତାଙ୍କୁ ମାଡ଼ ମାରିଥିଲେ। ଏତିକି ବେଳେ ଗବ୍ବର ନିଜ ପାଖରେ ରଖିବାକୁ ଗୋଟିଏ ଧାରୁଆ ଅସ୍ତ୍ର କାଢ଼ି ବେଡରେ ପଡ଼ି ରହିଥିବା ରୋହନ ବାଗଙ୍କୁ ବାରମ୍ବାର ଭୁଷି ଚାଲିଥିଲେ।

ସେ ନିସ୍ତେଜ ହେବା ଯାଏ ତାଙ୍କୁ ଛୁରୀ ଭୁଷି ଚାଲିଥିଲେ। ରୋହନ ବାଗଙ୍କୁ ଆକ୍ରମଣ ସମୟରେ ସୁସ୍ମିତା ପୁଲିସ୍‌ ଷ୍ଟେସନକୁ ଦୌଡ଼ି ଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ରୋହନ ବାଗଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ଏହି ଘଟଣାରେ ଗବ୍ବର, ଅଙ୍କିତ ଓ ରିତେଶଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story