କ୍ରାଇମ ହେଉ ବା ପ୍ରେମ ଏବେ ଚର୍ଚ୍ଚାରେ ରହୁଛି ବଲାଙ୍ଗୀର। କେତେ ବେଳେ ବିଚ ରାସ୍ତାରେ କିଏ କାହାକୁ ଖଣ୍ଡାରେ ହାଣୁଛି ତ କେତେବେଳେ ପ୍ରେମିକ ଓ ପ୍ରେମିକା ଫେରାର ମାରୁଛନ୍ତି। ଏହାରି ମଧ୍ୟରେ ପୁଣି ଖବର ସାମ୍ନାକୁ ଆସିଛି, ଯେଉଁଥିଲେ ରକ୍ତମୁଖା ପାଲଟିଛି ପ୍ରେମିକ।