ଲୁଟେରା ଗ୍ୟାଙ୍ଗର ୭ ଗିରଫ: ବାଇକ, ଟଙ୍କା, ମୋବାଇଲ ଜବତ

ସମ୍ବଲପୁର: ରାସ୍ତାରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ସମ୍ବଲପୁର ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ବ୍ୟବହରା କରୁଥିବା ବାଇକ, ମୋବାଇଲ ଓ ୪ ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗର ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ସମ୍ୱଲପୁର ସହରର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ସମ୍ୱଲପୁର- ସୋନପୁର ରାସ୍ତାର ମାଳତିଜୋର ପୋଲ ନିକଟରେ ୩ଟି ବାଇକରେ ୯ଜଣ […]

smb

smb

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 12:11 PM IST

Sports

Latest News

ସମ୍ବଲପୁର: ରାସ୍ତାରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ସମ୍ବଲପୁର ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ବ୍ୟବହରା କରୁଥିବା ବାଇକ, ମୋବାଇଲ ଓ ୪ ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗର ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ସମ୍ୱଲପୁର ସହରର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ସମ୍ୱଲପୁର- ସୋନପୁର ରାସ୍ତାର ମାଳତିଜୋର ପୋଲ ନିକଟରେ ୩ଟି ବାଇକରେ ୯ଜଣ ଯୁବକ ଆସି ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ଅଟକାଇଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରବଳ ମାଡ ମାରିବା ସହ ତାଙ୍କଠାରୁ ୪ ହଜାର ଟଙ୍କ। ଓ ମୋବାଇଲ ଲୁଟି ନେଇଥିଲେ  । ଲୁଟ ଖବର ପାଇ ପୋଲିସ ଚଢାଉ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ୨ଜଣ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story