ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗାଁରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗାଁର କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟିର କିଛି ସଦସ୍ୟ ସ୍କୁଲର ଚାଉଳ ଚୋରି କରିଥିଲେ । ଏହା ଜଣାପଡିବା ପରେ ଗ୍ରାମବାସୀ ୬ ବସ୍ତା ଚୋରି ଚାଉଳ ଉଦ୍ଧାର କରି ଚୌପାଠୀରେ ରଖିଛନ୍ତି । ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଘଟଣାର […]

chaula

chaula

Rakesh Mallick
  • Published: Monday, 05 October 2015
  • Updated: 05 October 2015, 02:16 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗାଁରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗାଁର କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟିର କିଛି ସଦସ୍ୟ ସ୍କୁଲର ଚାଉଳ ଚୋରି କରିଥିଲେ । ଏହା ଜଣାପଡିବା ପରେ ଗ୍ରାମବାସୀ ୬ ବସ୍ତା ଚୋରି ଚାଉଳ ଉଦ୍ଧାର କରି ଚୌପାଠୀରେ ରଖିଛନ୍ତି । ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଗ୍ରାମର ରାମଚନ୍ଦ୍ର ନାୟକ କହିଛନ୍ତି, ଚାଉଳ ଚୋରି ହେଉଥିବା ଜଣାପଡିବା ପରେ ସମସ୍ତେ ଏକାଠି ହୋଇ ଆସିଥିଲୁ । ଏକ ଦୋକାନରୁ ୫ ବସ୍ତା ଓ ଜଣେ ଲୋକଙ୍କ ଘରୁ ଗୋଟିଏ ବସ୍ତାକୁ ମିଶାଇ ୬ ବସ୍ତା ଚାଉଳ ଉଦ୍ଧାର କରି ଚୌପାଠୀରେ ରଖିଛୁ । ସେ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କୁ ଠିକରେ ଖାଇବାକୁ ଦିଆଯାଉନାହିଁ । ଡାଲିରେ ନାମକୁ ମାତ୍ର ଡାଲି ପଡି କେବଳ ପାଣି ଦିଆଯାଉଛି । ଏହାସହ ଖାଦ୍ୟର ମାନ ଠିକ ରହୁନାହିଁ । କମିଟି ସଦସ୍ୟ ଓ ଶିକ୍ଷକମାନେ ଯଦି ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବେ ତେବେ ପିଲାମାନଙ୍କୁ ଆଉ କ’ଣ ଖାଇବାକୁ ମିଳିବ ବୋଲି ସେ ପ୍ରଶ୍ନ କରିବା ସହ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ଶିକ୍ଷା ବିଭାଗର ତଦନ୍ତକାରୀ ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଷ୍ଟକ କିଛି କମ ଅଛି । ଘଟଣାର ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story