Advertisment

ବାପାକୁ ଲୁହା ରଡ୍‌ରେ ପିଟି ମାରି ଦେଲା ପୁଅ

ନିଶା ଖାଇବାକୁ ପଇସା ନ ଦେବାରୁ ବାପାକୁ ମାରି ଦେଲା ପୁଅ!

Accused

Accused

Advertisment

ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି ସବୁ ବେଳେ ନିଶା ସେବନ କରନ୍ତି। ବିଭିନ୍ନ ସମୟର ବାପାଙ୍କ ଠାରୁ ପଇସା ନେଇ ସେ ନିଶା ସେବନ କରନ୍ତି। ଗତକାଲି ମଧ୍ୟ ସେ ନିଶା ଖାଇବା ପାଇଁ ବାପା ବାଲୁଙ୍କେଶ୍ୱରଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ନଦେବାରୁ ସେ ରାଗି ଯାଇଥିଲେ। ସେହି ରାଗ ରଖି ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାପାଙ୍କୁ ଏକ ଲୁହା ରଡ୍‌ରେ ପିଟି ମାରି ଦେଇଥିଲେ।

ପୁଲିସ୍ ଅପର୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Murder Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe