Advertisment

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଫାଣ୍ଡି ଅଧୀନ ଚନ୍ଦ୍ରପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କୋଦାଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Deadbody

Deadbody

Advertisment

ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଫାଣ୍ଡି ଅଧୀନ ଚନ୍ଦ୍ରପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ କୋଦାଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ କନକ ପ୍ରଧାନ। ତାଙ୍କ ସ୍ୱାମୀଙ୍କ ନାଁ ପୂର୍ଣ୍ଣ ପ୍ରଧାନ।

Advertisment

ଗତକାଲି ରାତିରେ ପୂର୍ଣ୍ଣ ଓ ତାଙ୍କ ପତ୍ନୀ କନକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ପୂର୍ଣ୍ଣ ଏକ କୋଦାଳରେ କନକଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ କନକଙ୍କର ମୃତ୍ୟୁ ଘଟିଥିଲା।

ପତ୍ନୀଙ୍କୁ ମାରି ଦେବା ପରେ ପୂର୍ଣ୍ଣ ଫେରାର ହୋଇଯାଇଛନ୍ତି। ଜହ୍ନାପଙ୍କ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Murder Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe