ତୀର ମାଡ଼ରେ ଥରିଲା ସ୍କୁଲ.. | Man Arrested For Seizing School in Sundargarh | Odisha Reporter
Advertisment
ଧନୁ-ତୀର ଧରି ୫ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଲାଇଥିବା ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ୍। ଏଥିରେ ପୁଲିସକୁ ସହଯୋଗ କରିଥିଲେ ଅଗ୍ନିଶମ ବାହିନୀ ଓ ଡିଭିଏଫ୍। ଦେଖନ୍ତୁ ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us