Advertisment

ବୋହୂର ନାକ କାଟିଦେଲେ ଶ୍ୱଶୁର

ଶ୍ୱଶୁରଙ୍କ ଆକ୍ରମଣର ଶିକାର ହୋଇଥିବା ବୋହୂଜଣକ ହେଲେ ନୀନା ନାୟକ ।

Advertisment

ବୋହୂର ନାକ କାଟିଦେଲେ ଶ୍ୱଶୁର। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ। ଏହି ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ଶ୍ୱଶୁର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe