ଅଦ୍ୟତନ ହୋଇଛି
Deadbody
Advertisment
ବଲାଙ୍ଗିର ସଦର ଥାନା ଖୁଜେନପାଲି ରେଲୱେ ଟ୍ରାକରୁ ଜିଲ୍ଲା ବଣିକ ସଂଘ ସଭାପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତ୍ରିପୁରାରି ପାଣିଗ୍ରାହୀ।
Advertisment
ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ତ୍ରିପୁରାରି ପାଣିଗ୍ରାହୀଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି।
ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ରହିବା ସହିତ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ତ୍ରିପୁରାରି ସନ୍ଦେହ ଜନକ ମୃତ୍ୟୁ ସମସ୍ତଙ୍କ ସ୍ତବ୍ଧ କରିଛି। ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Deadbody_1705292228.jpg)