Advertisment

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା

ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।

author-image
Manoj Swain

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା। ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଦେଖନ୍ତୁ ପୂରା ରିପୋର୍ଟ ।

Advertisment
Odisha Murder Rayagada