ପ୍ରେମିକକୁ ମାରିଲା …ଝିଅକୁ ଅଧ ଦରମରା କଲା || Man kills daughter\'s lover in Rayagada || Odisha Reporter
Advertisment
ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା। ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us