ଦୁହେଁ ବିବାହିତ, ଥିଲା କି ସମ୍ପର୍କ ? | Odisha Reporter
ଉଭୟ ବିବାହିତ। ତଥାପି ପଡ଼ିଥିଲେ ପରସ୍ପରର ପ୍ରେମରେ। ଲୁଚାଛପାରେ ଭେଟୁଥିଲେ ଓ ମିଳାମିଶା ହେଉଥିଲେ। ହେଲେ ରବିବାର ସନ୍ଧ୍ୟାରେ ହଠାତ୍ ଏମିତି କ’ଣ ହେଲା ତାତିଯାଇଥିଲେ ପ୍ରେମିକ ! ପ୍ରେମିକାଙ୍କୁ କଇଁଚିରେ ଆକ୍ରମଣ କରି ସରକାରୀ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ। ରବିବାର ରାତିରେ ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁଡୁତୁଲି ଗାଁରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
