ଉଭୟ ବିବାହିତ। ତଥାପି ପଡ଼ିଥିଲେ ପରସ୍ପରର ପ୍ରେମରେ। ଲୁଚାଛପାରେ ଭେଟୁଥିଲେ ଓ ମିଳାମିଶା ହେଉଥିଲେ। ହେଲେ ରବିବାର ସନ୍ଧ୍ୟାରେ ହଠାତ୍ ଏମିତି କ’ଣ ହେଲା ତାତିଯାଇଥିଲେ ପ୍ରେମିକ ! ପ୍ରେମିକାଙ୍କୁ କଇଁଚିରେ ଆକ୍ରମଣ କରି ସରକାରୀ କ୍ୱାର୍ଟର୍ସରେ ଝୁଲି ପଡ଼ିଲେ। ରବିବାର ରାତିରେ ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁଡୁତୁଲି ଗାଁରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।