Advertisment

ଗଞ୍ଜେଇ ଚାଲାଣ- ଗୋଟିଏ ନିୟମ ଦୁଇଟି ବ୍ୟବସ୍ଥା

ସ୍କୁଟିରେ ହେଉଥିଲା ଗଞ୍ଜେଇ ଚାଲାଣ । ସ୍କୁଟି ଚାଳକ ଗିରଫ ହୋଇ ଜେଲ ଗଲା, ଆଉ ଜଣା ପଡ଼ିଲା ଗାଡ଼ି ମାଲିକ ଜଣେ ମହିଳା ଏଏସଆଇ ।

author-image
Manoj Swain

ସ୍କୁଟିରେ ହେଉଥିଲା ଗଞ୍ଜେଇ ଚାଲାଣ । ସ୍କୁଟି ଚାଳକ ଗିରଫ ହୋଇ ଜେଲ ଗଲା, ଆଉ ଜଣା ପଡ଼ିଲା ଗାଡ଼ି ମାଲିକ ଜଣେ ମହିଳା ଏଏସଆଇ । କଣ ପୁଲିସ ବୋଲି ହାତ ଟେକିଦେଲା ପୁଲିସ ? ଏଠି ପ୍ରଶ୍ନ ପୁଲିସ ପାଇଁ କଣ ଅଲଗା ନିୟମ ?

Advertisment
Odisha Sonepur