ସ୍କୁଟିରେ ହେଉଥିଲା ଗଞ୍ଜେଇ ଚାଲାଣ । ସ୍କୁଟି ଚାଳକ ଗିରଫ ହୋଇ ଜେଲ ଗଲା, ଆଉ ଜଣା ପଡ଼ିଲା ଗାଡ଼ି ମାଲିକ ଜଣେ ମହିଳା ଏଏସଆଇ । କଣ ପୁଲିସ ବୋଲି ହାତ ଟେକିଦେଲା ପୁଲିସ ? ଏଠି ପ୍ରଶ୍ନ ପୁଲିସ ପାଇଁ କଣ ଅଲଗା ନିୟମ ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁଜରାଟରୁ ଧରା ହେଲା ୫ ହଜାର କୋଟି ଟଙ୍କାର କୋକେନ
ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି।
Crime
କବାଡ଼ିଆ ଓ ଅପରାଧ ଦୁନିଆ: ବାବା ସିଦ୍ଦିକିଙ୍କ ହତ୍ୟା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣନ୍ତୁ
ପୁଲିସ୍ ହାତରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମୈଲ ବଜଲଜିତ ସିଂହ ଧରା ପଡ଼ିଥିବା ବେଳେ ଶିବକୁମାର ଓରଫ ଶିବ ଗୌତମ ଫେରାର ରହିଛି।
Crime
ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ; ଜଣାପଡ଼ିଲା ପୂରା ଘଟଣା
ସାମ୍ନାକୁ ଆସିଛି ଯୁବତୀଙ୍କ ଦିଲ୍ଲୀ ରହଣୀକୁ ନେଇ ଅନେକ ଉଦବେଗଜନକ ତଥ୍ୟ। କୁହାଯାଉଛି, ସେ ଜଣେ ନର୍ସିଂ ଗ୍ରାଜୁଏଟ୍। ପ୍ରାୟ ବର୍ଷେ ତଳେ ଘରେ କିଛି ନଜଣାଇ ଓଡ଼ିଶାରୁ ଦିଲ୍ଲୀ ପଳାଇ ଆସିଥିଲେ।
Crime
କିସ୍ ଦିଆ ଫଟୋ ପରେ ବାବାଙ୍କ ରଙ୍ଗୀଲା ଡ୍ୟାନ୍ସ ଭିଡିଓ ଭାଇରାଲ୍
ମିଳିଥିବା ସୂଚନା ଅନୁସାରେ ଶନିବାର ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି। ତେବେ ଯୁବତୀ ଜଣକ ପ୍ରକୃତରେ ଅପହରଣ ହୋଇଥିଲେ ନା ସେ ନିଜ ଇଚ୍ଛାରେ ଚାଲି ଯାଇଥିଲେ ତାହା ଜଣାପଡ଼ି ନାହିଁ।
Crime
ଭାଇରାଲ୍ ହେଉଛି ବାବାଙ୍କ ରଙ୍ଗୀଲା ବେଶ
ଖୋଲିବାରେ ଲାଗିଛି ରଙ୍ଗିଲା ବାବା କୈବଲ୍ୟ ଜାନୀଙ୍କ ଗୋଟିଏ ପରେ ଗୋଟିଏ ଗୁମର।