ସ୍କୁଟିରେ ହେଉଥିଲା ଗଞ୍ଜେଇ ଚାଲାଣ । ସ୍କୁଟି ଚାଳକ ଗିରଫ ହୋଇ ଜେଲ ଗଲା, ଆଉ ଜଣା ପଡ଼ିଲା ଗାଡ଼ି ମାଲିକ ଜଣେ ମହିଳା ଏଏସଆଇ । କଣ ପୁଲିସ ବୋଲି ହାତ ଟେକିଦେଲା ପୁଲିସ ? ଏଠି ପ୍ରଶ୍ନ ପୁଲିସ ପାଇଁ କଣ ଅଲଗା ନିୟମ ?