କୁନି ଝିଅକୁ ଛାଡ଼ି ମାଆ ଫେରାର

କୁନି ଝିଅକୁ ଛାଡ଼ି ମାଆ ଫେରାର। ଦୁନିଆ ଦେଖିବା ଆଗରୁ ପ୍ରତାରଣାର ଶିକାର ହୋଇଛି ୩ ମାସର କୁନି ଝିଅ ।

Manoj Swain
  • Published: Thursday, 28 September 2023
  • Updated: 28 September 2023, 12:54 PM IST

Sports

Latest News

କୁନି ଝିଅକୁ ଛାଡ଼ି ମାଆ ଫେରାର। ଦୁନିଆ ଦେଖିବା ଆଗରୁ ପ୍ରତାରଣାର ଶିକାର ହୋଇଛି ୩ ମାସର କୁନି ଝିଅ । ପର ହାତରେ ଛାଡ଼ି ମାଆ ଫେରାର । ମଙ୍ଗଳବାର ଅପରାହ୍ନରୁ ଏଭଳି ଅବସ୍ଥାରେ ରହିଛି ଶିଶୁକନ୍ୟାଟି। କାରଣ ମା' ତାର କୁନି ଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଛି । ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଳାଙ୍ଗ ପଂଚାୟତ ମାଳିସାହି ଗ୍ରାମର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos