Advertisment

ଧଳାହୀରା ଲୁଟର କିଏ ସେ ସର୍ଦ୍ଦାର ?

ବରଗଡ଼ର ଲାଇଫ ଲାଇନ କୁହାଯାଉଥିବା ଜିରା ନଦୀର ବିସ୍ତିର୍ଣ୍ଣ ନଦୀପଠା। ଯେଉଁଠି ଦିନ ରାତି ଏକ କରି ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ। ଦେଖନ୍ତୁ ପୂରା ରିପୋର୍ଟ।

author-image
Manoj Swain

ଆଖି ଯୁଆଡ଼େ ପାଉଛି, ସିଆଡ଼େ ଦେଖିବେ ବୁଲୁଛି ଟ୍ରାକ୍ଟର। କିଏ ଟ୍ରିପ୍ ଟ୍ରିପ୍ ବାଲି ଧରି ଆସୁଛି ତ ଆଉ କିଏ ଖାଲି ଟ୍ରାକ୍ଟର ଧରି ବାଲି ଆଣିବାକୁ ଯାଉଛି। ଏ ହେଉଛି, ବରଗଡ଼ର ଲାଇଫ ଲାଇନ କୁହାଯାଉଥିବା ଜିରା ନଦୀର ବିସ୍ତିର୍ଣ୍ଣ ନଦୀପଠା। ଯେଉଁଠି ଦିନ ରାତି ଏକ କରି ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Sand Mafia Sand Mining Bargarh