ନାବାଳକ ସାଜିଲା ହତ୍ୟାକାରୀ, ଦୁଇ ଦିନରେ ନେଲା ୩ ଜଣଙ୍କ ଜୀବନ !

ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିବା ନାତି ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି।

Manoj Swain
  • Published: Friday, 21 June 2024
  • Updated: 21 June 2024, 05:37 PM IST

Sports

Latest News

ନାବାଳକ ପାଲଟିଲା ନରହନ୍ତା। ମାତ୍ର ଦୁଇ ଦିନରେ ୧୪ ବର୍ଷୀୟ ନାବାଳକ ଅତି ବୀଭତ୍ସ ଭାବେ ନେଇଗଲା ୩ ଜଣଙ୍କ ଜୀବନ । ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିବା ନାତି ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos