ନାବାଳକକୁ ମାରି ମହାନଦୀରେ ଫିଙ୍ଗିଦେଲେ!

କିଏ ନାବାଳକକୁ ମାରି ଫିଙ୍ଗି ଦେଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Deadbody PhotoOR

ପୁଲିସ ଘଟଣାର ତଦନ୍ତ କରୁଛି

Tapaswini Nayak
  • Published: Thursday, 26 October 2023
  • Updated: 26 October 2023, 01:31 PM IST

Sports

Latest News

କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକଙ୍କ ପରିଚୟ ମିଳିନାହିଁ। 

ଆଜି ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ବେଳେ ଜଣେ ନାବାଳକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ମତ୍ସ୍ୟଜୀବୀମାନେ ପୁଲିସକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନାବାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି। ତେବେ ଏହି ନାବାଳକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Also Read

କିଏ ନାବାଳକକୁ ମାରି ଫିଙ୍ଗି ଦେଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story