Advertisment

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହରର ବିଚ୍‌ ବଜାରରେ ଆତଙ୍କରାଜ ଖେଳାଇଛନ୍ତି କିଛି ଅସାମାଜିକ ଯୁବକ।

author-image
Manoj Swain

କେନ୍ଦ୍ରାପଡ଼ାରେ ଆତଙ୍କରାଜ। ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ। ନୂଆବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହରର ବିଚ୍‌ ବଜାରରେ ଆତଙ୍କରାଜ ଖେଳାଇଛନ୍ତି କିଛି ଅସାମାଜିକ ଯୁବକ। ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment
Odisha Kendrapada