ଖଣ୍ଡାରେ ସାମ୍ବାଦିକଙ୍କ ମୁଣ୍ଡକୁ ଚୋଟ | Odisha Reporter
ଗତ ଶନିବାର ବିଳମ୍ବିତ ରାତିରେ ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଚାରିଜଣ ଦୁର୍ବୃତ୍ତ। ଦୁଇଟା ବାଇକରେ ଚାରି ଜଣ ଆସିଲେ ମାଡ଼ ମାରି ଚମ୍ପଟ ମାରିଲେ, ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ମୁଣ୍ଡ ଓ ହାତରେ ଲାଗିଛି ଆଘାତ । କିଏ ସେହି ଦୁର୍ବୃତ୍ତ ଓ କାହିଁକି କଲେ ଆକ୍ରମଣ ? ଭୁଶୁଡ଼ି ପଡ଼ିଲାଣି ଆଇନଶୃଙ୍ଖଳା ଆଉ ଭୟ କଲେଣି ରାଜଧାନୀବାସୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
