Advertisment

ଖଣ୍ଡାରେ ସାମ୍ବାଦିକଙ୍କ ମୁଣ୍ଡକୁ ଚୋଟ

ଗତ ଶନିବାର ବିଳମ୍ବିତ ରାତିରେ ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଚାରିଜଣ ଦୁର୍ବୃତ୍ତ।

Advertisment

ଗତ ଶନିବାର ବିଳମ୍ବିତ ରାତିରେ ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଚାରିଜଣ ଦୁର୍ବୃତ୍ତ। ଦୁଇଟା ବାଇକରେ ଚାରି ଜଣ ଆସିଲେ ମାଡ଼ ମାରି ଚମ୍ପଟ ମାରିଲେ, ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ମୁଣ୍ଡ ଓ ହାତରେ ଲାଗିଛି ଆଘାତ । କିଏ ସେହି ଦୁର୍ବୃତ୍ତ ଓ କାହିଁକି କଲେ ଆକ୍ରମଣ ? ଭୁଶୁଡ଼ି ପଡ଼ିଲାଣି ଆଇନଶୃଙ୍ଖଳା ଆଉ ଭୟ କଲେଣି ରାଜଧାନୀବାସୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Odisha Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe