Advertisment

ଶବ ସହ ବାର୍ଗେନିଙ୍ଗ !

ଗତକାଲି ରାତି ପ୍ରାୟ ୧୦.୫୦ରେ ପର୍ଶୁରାମ ସାହୁଙ୍କ ମୃତ୍ୟୁ ହୋଇଥିଲା । ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ପାଞ୍ଚ ଶହ ଟଙ୍କା ଦାବି କରିଥିଲେ ଆଟେଡାଣ୍ଟ ।

author-image
Manoj Swain

ସେବା ପ୍ରତିବଦଳରେ ଚାଲିଛି ଟଙ୍କାର ହିସାବ । ୫ ଶହ ଟଙ୍କା ପାଇଁ ପଡିରହିଲା ମୃତ ଶରୀର । ବ୍ରହ୍ମପୁର ଗଙ୍ଗାଧର ନଗର ଅଞ୍ଚଳର ପର୍ଶୁରାମ ସାହୁ ଏମକେସିଜିର ଆଇସିୟୁରେ ଚିକିତ୍ସାଧିନ ଥିଲେ । ଗତକାଲି ରାତି ପ୍ରାୟ ୧୦.୫୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ପାଞ୍ଚ ଶହ ଟଙ୍କା ଦାବି କରିଥିଲେ ଆଟେଡାଣ୍ଟ ।

Advertisment
Odisha MKCG Brahmapur