Advertisment

ସେଲ ଭିତରେ ସ୍ମାର୍ଟଫୋନ, ଜେଲ ବିଭାଗ କରୁଛି କଣ ?

ବଲାଙ୍ଗିର ଜେଲରେ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତକୁ ରଖାଯାଇଛି ।

author-image
Manoj Swain

ବଲାଙ୍ଗିର ଜେଲରେ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତକୁ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ କଟକ ଚୈଦ୍ବାର ଜେଲରୁ ଆଣି ବଲାଙ୍ଗିର ଜେଲରେ ସୁଶାନ୍ତ ଧଳସାମନ୍ତକୁ ରଖାଯାଇଛି । ଖାଲି ଡି ବ୍ରଦର୍ସ ନୁହେଁ, ବଲାଙ୍ଗିର ଏବଂ ଜିଲ୍ଲା ବାହାରର ଦୁର୍ଦ୍ଦାନ୍ତ ଅପରାଧି ଏବେ ବଲାଙ୍ଗିର ଜେଲ ଭିତରେ । କିନ୍ତୁ ଜେଲ ଭିତରେ ମିଳିଛି ସ୍ମାର୍ଟଫୋନ । ତାହା ପୁଣି ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ଧଳସାମନ୍ତର ସେଲ ଭିତରୁ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balangir Jail