ଜେଲ୍ ଭିତରେ ସେଲ୍ ଫୋନ୍ ସେଇଠୁ ଚାଲିଥିଲା କ୍ରାଇମ୍ ନେଟୱାର୍କ | Odisha Reporter
Advertisment
ବଲାଙ୍ଗିର ଜେଲରେ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତକୁ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ କଟକ ଚୈଦ୍ବାର ଜେଲରୁ ଆଣି ବଲାଙ୍ଗିର ଜେଲରେ ସୁଶାନ୍ତ ଧଳସାମନ୍ତକୁ ରଖାଯାଇଛି । ଖାଲି ଡି ବ୍ରଦର୍ସ ନୁହେଁ, ବଲାଙ୍ଗିର ଏବଂ ଜିଲ୍ଲା ବାହାରର ଦୁର୍ଦ୍ଦାନ୍ତ ଅପରାଧି ଏବେ ବଲାଙ୍ଗିର ଜେଲ ଭିତରେ । କିନ୍ତୁ ଜେଲ ଭିତରେ ମିଳିଛି ସ୍ମାର୍ଟଫୋନ । ତାହା ପୁଣି ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ଧଳସାମନ୍ତର ସେଲ ଭିତରୁ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us