Advertisment

'ସରକାରକା ମାଲ୍ ଦରିଆ ମେ ଡାଲ୍'

ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ।

author-image
Manoj Swain

ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୁବନ୍ଧ ଜଙ୍ଗଲ ଭିତରେ ବସ୍ତା ବସ୍ତା ପିଡିଏସ୍ ଚାଉଳ ପଡ଼ିଥିବାର ଦେଖିବାକୁ ମିଳିଛି।

Advertisment
Odisha Mayurbhanj