ଘର ଘର ବୁଲି ଚାନ୍ଦା ମାଗୁଥିଲେ ନକଲି ପୋଲିସ | Indore Fake Police caught collecting money in Koraput | OR
Advertisment
ଲୁଟିବାକୁ ଆସି ଧରାପଡ଼ି ଗଲେ ନକଲି ପୁଲିସ। ପରେ ଲୋକେ ନକଲି ପୁଲିସକୁ ଅସଲି ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ। ନକଲି ପୁଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ। ସେ ପୁଲିସ ଡ୍ରେସ ପିନ୍ଧି ଜୟପୁର ସହରର ସୌରା ସାହି ଓ ତେଲି ସାହିର ଘରକୁ ଘର ବୁଲି ଜାନୁଆରୀ ୨୬ ପାଇଁ ୧୦୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗୁଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us