୫ ମାସର ଛୁଆକୁ ତଳେ ପକାଇ ମା’କୁ ପିଟିଲେ ୩ ଯୁବକ, ଭିଡିଓ ଭାଇରାଲ

ମହିଳାଜଣକ ଛାଡ଼ି ଦେବାକୁ ଗୁହାରି କରୁଥିବା ବେଳେ ଉକ୍ତ ୩ ଜଣଙ୍କ ହୃଦୟ କିନ୍ତୁ ତରଳୁ ନ ଥିଲା। ସେମାନେ ମହିଳାଙ୍କୁ ବାଡ଼ିରେ ପିଟି ଚାଲିଥିବା ବେଳେ ତାଙ୍କ ମୁହଁକୁ ବି ବାରମ୍ବାର ଚାପୁଡ଼ା ପକାଇବାରେ ଲାଗିଥିଲେ।

Tension Situation

ଘଟଣାସ୍ଥଳରେ ମୁତୟନ ପୁଲିସ୍‌।

Niharika Rout
  • Published: Friday, 01 September 2023
  • Updated: 01 September 2023, 09:10 AM IST

Sports

Latest News

ମଧ୍ୟପ୍ରଦେଶରେ ପୁଣି ମରି ଯାଇଛି ମାନବିକତା । କେତେବେଳେ ଦଳିତଙ୍କ ମୁହଁକୁ ପରିସ୍ରା କରି ତ କେତେବେଳେ ଆକ୍ରମଣ କରିବା ଘଟଣା ଯୋଗୁ ସମଗ୍ର ଦେଶରେ ମଧ୍ୟପ୍ରଦେଶର ଛବି ମଳିନ ପଡ଼ୁଥିବା ବେଳେ ପୁଣି ଥରେ ଘଟିଛି ଏକ ଅମାନବୀୟ କାଣ୍ଡ।

ସାମାନ୍ୟ କଥାକୁ ନେଇ ଏକ ଦୋକାନର ୩ କର୍ମଚାରୀ ବିଚ୍‌ ରାସ୍ତାରେ ଜଣେ ମାନସିକ ଭାରସାମ୍ୟ ହରାଇ ବସିଥିବା ମହିଳାଙ୍କୁ ନିର୍ଦ୍ଦୟ ଭାବେ ପିଟୁଥିବା ବେଳେ ରାସ୍ତାରେ ତାଙ୍କ ୫ ମାସର ଛୁଆକୁ ପକାଇ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି।

ଗିରଫ ଅଭିଯୁକ୍ତମାନେ ହେଲେ ପ୍ରବୀନ ରାଇକୱାର, ଭିକି ଯାଦବ ଓ ରାକେଶ ପ୍ରଜାପତି।

Also Read

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ୧୨ ତାରିଖ ମଧ୍ୟ ରାତ୍ରୀରେ ମହିଳାଜଣକ ନିଜ ୫ ମାସର ଛୁଆକୁ ଧରି ମଧ୍ୟପ୍ରଦେଶର ସାଗର ସହରର ବସଷ୍ଟାଣ୍ଡ ନିକଟ ଏକ ଦୋକାନକୁ କ୍ଷୀର କିଣିବାକୁ ଯାଇଥିଲେ। କିଛି ସମୟ ପରେ ଦୋକାନର ୩ କର୍ମଚାରୀ ଉକ୍ତ ମହିଳାଙ୍କୁ ଦୋକାନ ବାହାରକୁ ରାସ୍ତା ଉପରକୁ ଟାଣି ନେଇଥିଲେ। ଏହାପରେ ଛୁଆକୁ ରାସ୍ତା ଉପରେ ପକାଇ ଦେଇ ସେମାନେ ମହିଳାଙ୍କୁ ଅତି ନିଷ୍ଠୁର ଭାବେ ପିଟିବାକୁ ଲାଗିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଉକ୍ତ ମହିଳା ଓ ତାଙ୍କ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟକୁ ପଠାଇ ଦିଆଯାଇଛି। ତେବେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story