Advertisment

‘ବାବା ବେଶରେ ବୁଲୁଥିଲା ମୁଖ୍ୟ ଅଭିଯୁକ୍ତ’

ତିନିବର୍ଷ ପରେ ଧର ପଡ଼ିଲା ବହୁ ଚର୍ଚ୍ଚିତ ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଛଦ୍ମବେଶ ବେଶରେ ଆତ୍ମଗୋପନ କରିଥିବା ମୁଖ୍ୟ ଅଭିଯୁକ୍ତ ଦୀପକକୁ କାବୁ କରିବାରେ ସଫଳ ହେଲା କଟକ କମିଶନରେଟ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳରେ ବାବାଜି ବେଶରେ ଘୂରି ବୁଲୁଥିବା ଦୀପକକୁ ଧରିବାରେ ସଫଳ ହୋଇଛି ବିଡ଼ାନାସୀ ଥାନା ପୋଲିସ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

author-image
Debendra Prusty

Crime Odisha Police Odisha