Advertisment

ଖୋଜି ଖୋଜି ପ୍ରେମୀ ଯୁଗଳଙ୍କୁ କରୁଥିଲା ମର୍ଡର

୧୯୬୮ରୁ ୧୯୭୪ ମସିହା ମଧ୍ୟରେ ଜଣେ ବ୍ୟକ୍ତି କରିଥିଲେ ୩୭ଟି ମର୍ଡର।

author-image
Jitendra Garnayak

ଆମେରିକାର କାଲିଫର୍ଣ୍ଣିଆ ସହର। କଲ୍ ଆସିବ ମାନେ ପୁଲିସ ଅନୁମାନ କରିନିଏ ଯେ, କାହାର ମର୍ଡର ହୋଇଛି। ୧୯୬୮ରୁ ୧୯୭୪ ମସିହା ମଧ୍ୟରେ ଜଣେ ବ୍ୟକ୍ତି କରିଥିଲେ ୩୭ଟି ମର୍ଡର। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମାମଲାରେ ପୁଲିସ୍ ନିଷ୍କର୍ସରେ ପହଞ୍ଚି ପାରିନି। 

Advertisment
Murder